କଟକରେ ଦୁର୍ଗାପୂଜା: ଚାନ୍ଦିମେଢ଼ରେ ମାଆ
ଐତିହାସିକ କଟକ ଦୁର୍ଗାପୂଜାର ମହାନବମୀ ଅବସରରେ ଆଜି ଶ୍ରଦ୍ଧାଳୁମାନେ ମାଆଙ୍କୁ ଦର୍ଶନ କରୁଛନ୍ତି। ମାଆଙ୍କ ଦର୍ଶନ ପାଇଁ ସହରର ଶତାଧିକ ମେଢ଼ରେ ଭିଡ଼ ଲାଗିଛି। ଚାନ୍ଦିମେଢ଼ଗୁଡ଼ିକରେ ଅହେତୁକ ଭିଡ଼ ପରିଲକ୍ଷିତ ହୋଇଛି।
/sambad/media/media_files/2025/09/30/d-2025-09-30-23-10-12.jpg)
Join and get latest news updates delivered to you via WhatsApp