କଟକ: ବହୁ ଚର୍ଚ୍ଚିତ ଧଳ ବ୍ରଦର୍ସ ସହଯୋଗୀଙ୍କ ଘରେ ଇଡ଼ିର ୬ଜଣିଆ ଟିମ୍ ଶୁକ୍ରବାର ଚଢ଼ାଉ କରିଛନ୍ତି। ଇଡ଼ିର ଅଧିକାରୀ ଓ କର୍ମଚାରୀମାନେ ମହାନଦୀ ବିହାର, ଗଣ୍ଡରପୁର ଅଞ୍ଚଳରେ ଚଢ଼ାଉ କରିଥିବା ଜଣାପଡ଼ିଛି। ବେଆଇନ ସମ୍ପତ୍ତି ଠୁଳ ନେଇ ଇଡ଼ି ଚଢ଼ାଉ କରିଥିବା ଜଣାପଡ଼ିଛି।
ଡି-ବ୍ରଦର୍ସ ସହଯୋଗୀଙ୍କ ଘରେ ଇଡିର ଚଢ଼ାଉ
/sambad/media/post_attachments/wp-content/uploads/2017/09/ED.jpg)