କଟକ: ହାତୀଙ୍କ ଉତ୍ପାତ ବଢି ଚାଲିଛି। ବିଭିନ୍ନ ଅଞ୍ଚଳରେ ଚାଷୀ ଲଗାଇ ଥିବା ଧାନ ବିଲକୁ କ୍ଷତିଗ୍ରସ୍ତ କରୁଛନ୍ତି ୧୮ ଟିକିଆ ହାତୀ ପଲ। କଟକ ଜିଲ୍ଲା ନରସିଂହପୁରରେ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗୋପପୁର, ଯନ୍ତାରିଆ, ବଢିଆ ଆଦି ଗାଁରେ ହାତୀପଲ ପଶି ଧାନ ଫସଲ ନଷ୍ଟ କରିଥିବା ଜଣାପଡିଛି। କ୍ଷତିପୂରଣ ଦାବିରେ ଚାଷୀ ବନ ବିଭାଗ ଅଫିସ ଆଗରେ ପହଞ୍ଚିଥିଲେ। ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦେବା ପାଇଁ ଦାବି କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp