କଟକ: କଟକ-ଭୁବନେଶ୍ୱର ଜାତୀୟ ରାଜପଥ ଫୁଲନଖରା ନିକଟ ରିଲାଏନ୍ସ ପେଟ୍ରୋଲ ପମ୍ପ ପଛ ପଟେରେ ଥିବା ଏକ ବଗିଚାରେ ଆଜି ଦିନ ୧୧ଟାରେ ନିଆଁ ଲାଗିଯାଇଥିଲା। ନିଆଁର ବେଗ ଏତେ ପ୍ରଖର ଥିଲା ଯେ ଅଳ୍ପ ସମୟ ମଧ୍ୟରେ ଆମ୍ବ, ନଡିଆ ସହ ବିଭିନ୍ନ ଗଛ ପୋଡ଼ି ଯାଇଥିଲା। ଏଥି ସହିତ ପେଟ୍ରୋଲ ପମ୍ପ ଆଡକୁ ନିଆଁ ମାଡିଆସିଥିଲା।
Sambadକଟକ, ଭୁବନେଶ୍ୱରରୁ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ପହଁଞ୍ଚି ନିଆଁକୁ ଆୟତ କରିଥିଲେ। ଅଳ୍ପକେ ବର୍ତ୍ତିଯାଇଥିଲା ମହେନ୍ଦ୍ରା ସୋ’ ରୁମ ସହ ରିଲାଏନ୍ସ ପେଟ୍ରୋଲ ପମ୍ପ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/IMG-20210225-WA0003.jpg)