ଗତିରାଉତପାଟଣାରେ ପଶିଲା ବନ୍ୟା ପାଣି: କେଶବଧାମରେ ଫସି ରହିଛନ୍ତି ୬ ଶହରୁ ଅଧିକ ଛାତ୍ରଛାତ୍ରୀ

କଟକ: କଟକ ନିକଟସ୍ଥ ଗତିରାଉତପାଟଣାରେ ପଶିଲା ବନ୍ୟା ପାଣି। ଗତିରାଉତପାଟଣା ଅଞ୍ଚଳରେ ଦୁଇ ଶହରୁ ଅଧିକାର ପରିବାର ବସବାସ କରୁଥିବାବେଳେ ଜଳବନ୍ଦୀରେ ରହିଛନ୍ତି ପରିବାର ଲୋକେ। ଅଗ୍ନିଶମ ବାହିନୀର ଦୁଇଟି ଟିମ ଗ୍ରାମବାସୀମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି।

ଗତିରାଉପାଟଣାଠାରେ ଥିବା କେଶବଧାମ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ମଧ୍ୟ ଫସି ରହିଛନ୍ତି ୬ ଶହରୁ ଅଧିକ ଛାତ୍ରଛାତ୍ରୀ।

ସମ୍ବନ୍ଧିତ ଖବର