କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ବାଂଗରୁପଡା ନଦୀ ଘାଟରୁ ଲମତାପୁଟ ପୁଲିସ ଚଢ଼ାଉ କରି ପ୍ରାୟ ୨୦ ବସ୍ତା ଗଂଜେଇ ଜବତ କରିଛି। ଏହି ମାମଲାରେ ପୁଲିସ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ ହେଲେ କଳାହାଣ୍ଡି ଜିଲ୍ଲାର ରାଉଳ ମେହେର। ୪୮୫ କେଜି ୪୦୦ ଗ୍ରାମର ଗଂଜେଇ ରହିଥିବା ବେଳେ ଏହା ଲମତାପୁଟଠାରୁ ମଧ୍ୟ ପ୍ରଦେଶ ଚୋରାଚାଲାଣ ହେଉଥିବା ଜଣାପଡ଼ିଛି।
ଲମତାପୁଟରୁ ୪୮୫ କେଜି ଗଂଜେଇ ଜବତ: ଜଣେ ଗିରଫ
/sambad/media/post_attachments/wp-content/uploads/2022/05/a16d8207-7def-4e67-8adf-29c43414f8d5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)