କଟକଶାରଦୀୟ ପୂଜାରେ ମହାଦେବ: ଶୋଭା ପାଉଛି ଚାନ୍ଦିମେଢ଼ଐତିହାସିକ କଟକରେ ସୁସଜ୍ଜିତ ମା’ ଦୁର୍ଗାଙ୍କ ଚାନ୍ଦିମେଢ଼ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଦୃଷ୍ଟି ଆକର୍ଷଣ କରୁଛି। କିନ୍ତୁ ଭଗବାନ ମହାଦେବ ମଧ୍ୟ ଚାନ୍ଦିମେଢ଼ରେ ଶୋଭା ପାଉଛନ୍ତି। ଶଙ୍କରପୁର-ବାଦାମବାଡ଼ି, ତୁଳସୀପୁର, ଗଣେଶଘାଟ, ନୟାସଡ଼କ, ନିମସାହି, ନିମଚୌଡ଼ିରେ ମହାଦେବ ମୂର୍ତ୍ତି ଚାନ୍ଦିମେଢ଼ରେ ପୂଜା ପାଉଛନ୍ତି। byMahendra SahubyMahendra Sahu 01 Oct 2025 18:52 IST Link copied!Copy failed!ବାଦାମବାଡ଼ି ପୂଜା କମିଟି ଦ୍ବାରା ଆୟୋଜିତ ପୂଜା 1/4ଗଣେଶଘାଟରେ ମହାଦେବଙ୍କୁ ପୂଜାର୍ଚ୍ଚନା 2/4ନୟାସଡ଼କରେ ପୂଜା ପାଇଲେ ହର-ପାର୍ବତୀ 3/4ନିମଚୌଡ଼ିରେ ଶିବ-ଗୌରୀ ପୂଜାAdvertisment 4/4ମହାଦେବଙ୍କ ପାଇଁ ତୁଳସୀପୁରରେ ଭବ୍ୟ ପୂଜା Durga PujabyMahendra SahubyMahendra Sahu 01 Oct 2025 18:52 IST Link copied!Copy failed!