ଏସ୍‌ସିବିରେ ଭୂତାଣୁ ନିଦାନ ଗବେଷଣା ପରୀକ୍ଷାଗାର, ପ୍ରଶିକ୍ଷଣ ଓ ସୂଚନା କେନ୍ଦ୍ର ଉଦଘାଟିତ

କଟକ: କଟକର ଏସ୍‌ସିବିରେ ଭୂତାଣୁ ନିଦାନ ଗବେଷଣା ପରୀକ୍ଷାଗାର, ପ୍ରଶିକ୍ଷଣ ଓ ସୂଚନା କେନ୍ଦ୍ର ଉଦଘାଟିତ ହୋଇଯାଇଛି। କଟକର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଏହାକୁ ଉଦଘାଟନ କରିଥିବା ବେଳେ ଆରଡିସି ଅନୀଲ କୁମାର ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ସିଏମ୍‌ସି କମିଶନର ଅନନ୍ୟା ଦାସ, ଚୋୖଦ୍ଵାର- କଟକ ବିଧାୟକ ସୌଭିକ ବିଶ୍ୱାଳ, ଏସ୍‌ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା,  ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, କୋଭିଡ ଟେଷ୍ଟିଂର ନୋଡ଼ାଲ ଅଫିସର ନିରୁପମା ଚୟନିଙ୍କ ସମେତ ଏସ୍‌ସିବି ‌ମେଡ଼ିକାଲର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ।
ସମ୍ବନ୍ଧିତ ଖବର

Comments are closed.