ଏସ୍‌ସିବିରେ ଭୂତାଣୁ ନିଦାନ ଗବେଷଣା ପରୀକ୍ଷାଗାର, ପ୍ରଶିକ୍ଷଣ ଓ ସୂଚନା କେନ୍ଦ୍ର ଉଦଘାଟିତ

କଟକ: କଟକର ଏସ୍‌ସିବିରେ ଭୂତାଣୁ ନିଦାନ ଗବେଷଣା ପରୀକ୍ଷାଗାର, ପ୍ରଶିକ୍ଷଣ ଓ ସୂଚନା କେନ୍ଦ୍ର ଉଦଘାଟିତ ହୋଇଯାଇଛି। କଟକର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଏହାକୁ ଉଦଘାଟନ କରିଥିବା ବେଳେ ଆରଡିସି ଅନୀଲ କୁମାର ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ସିଏମ୍‌ସି କମିଶନର ଅନନ୍ୟା ଦାସ, ଚୋୖଦ୍ଵାର- କଟକ ବିଧାୟକ ସୌଭିକ ବିଶ୍ୱାଳ, ଏସ୍‌ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା,  ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, କୋଭିଡ ଟେଷ୍ଟିଂର ନୋଡ଼ାଲ ଅଫିସର ନିରୁପମା ଚୟନିଙ୍କ ସମେତ ଏସ୍‌ସିବି ‌ମେଡ଼ିକାଲର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ।
ସମ୍ବନ୍ଧିତ ଖବର