କଟକ : କଳାହାଣ୍ଡିର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବଜାରା ଭୋଇଙ୍କୁ ସରକାରୀ ଅର୍ଥ ହେରଫେର୍ ମାମଲାରେ ତିନି ବର୍ଷ ଜେଲ୍ ଓ ୧୦ ହଜାର ଟଙ୍କା ଜରିମାନା ହୋଇଛି। ତାଙ୍କ ନାମରେ ଜାରି ହୋଇଥିବା ତିନିଟି ଚେକ୍କୁ ହେର୍ଫେର କରି ଲକ୍ଷେ ୫୪ହଜାର ଟଙ୍କା ଆତ୍ମସାତ୍ କରିଥିଲେ। କୋରାପୁଟ ଭିଜିଲାନ୍ସରେ ମାମଲା ରୁଜୁ ହେବା ପରେ ତଦନ୍ତ କରାଯାଇଥିଲା। ସ୍ୱତନ୍ତ୍ର ପିପି ଆଶୁତୋଷ ମିଶ୍ର ମାମଲା ପରିଚାଳନା କରିଥିଲେ।
ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କୁ ତିନି ବର୍ଷ ଜେଲ୍
/sambad/media/post_attachments/wp-content/uploads/2018/07/jai-2.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)