କଟକ: ବିଡାନାସୀ କୂଅରୁ ମୃତଦେହ ମିଳିବା ଘଟଣାରେ ଜୋନ ଏସସିପି ଓ ସାଇଣ୍ଟିଫିକ ଟିମ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଜମି କିଣାବିକାକୁ ନେଇ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ନେଇ ଜୋନ -୩ ଏସସିପି ତାପସ ପ୍ରଧାନ ସୂଚନା ଦେଇଛନ୍ତି।
କୂଅରୁ ମୃତଦେହ ମିଳିବା ଘଟଣା: ଜମି କିଣାବିକାକୁ ନେଇ ହତ୍ୟା
/sambad/media/post_attachments/wp-content/uploads/2023/03/8fdc5672-32aa-4d1d-8114-d0162bc97076.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)