କଟକ: କମିସନରେଟ ଟ୍ରାଫିକ ପୁଲିସ ପକ୍ଷରୁ କଟକ ଟାଉନ ଟ୍ରାଫିକ କାର୍ଯ୍ୟାଳୟ ଠାରେ ସଡ଼କ ସୁରକ୍ଷା ମାସ ଉଦ୍ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୁଲିସ କମିସନର୍ ଡ଼କ୍ଟର ସୁଧାଂଶୁ ଷଡ଼ଙ୍ଗୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବାବେଳେ କଟକ ଡିସିପି ପ୍ରତୀକ ସିଂହ, ସିଏମ୍ସି କମିଶନର ଅନନ୍ୟା ଦାସଙ୍କ ସମେତ ସମସ୍ତ ଜୋନ୍ର ଏସିପି ଓ ଆଇଆଇସି ଉପସ୍ଥିତ ରହିଥିଲେ।
ଏହି କାର୍ଯ୍ୟକ୍ରମ ଆଜି ସୋମବାର ଜାନୁଆରି ୧୮ରୁ ଆସନ୍ତା ଫେବ୍ରୁଆରି ୧୭ ତାରିଖ ଯାଏଁ ଏକ ମାସ ପର୍ଯ୍ୟନ୍ତ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/IMG-20210118-WA0004.jpg)