ବର୍ଷିଆନ୍ ଚଳଚ୍ଚିତ୍ର ପ୍ରଯୋଜକ ତଥା ଅଭିନେତା ବୀରକିଶୋର ମହାପାତ୍ରଙ୍କର ପରଲୋକ

କଟକ : ଓଡ଼ିଶାର ବର୍ଷିଆନ୍ ଚଳଚ୍ଚିତ୍ର ପ୍ରଯୋଜକ ତଥା ଅଭିନେତା ବୀରକିଶୋର ମହାପାତ୍ରଙ୍କର କଟକ ମଧୁସୂଦନନଗରସ୍ଥିତ ବାସଭବନରେ ପରଲୋକ ହୋଇଛି । ମ୍‌ତ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ୧୯୯୯ରେ ଆସିଥିବା ଓଡ଼ିଆ ଚଳଚ୍ଚିତ୍ର ‘ମା ପରି କିଏ ହେବ’ ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ । ସେ ଏହାର କାହାଣୀ ମଧ୍ୟ ଲେଖିଥିଲେ ।  ଗତ ୧୨ ତାରିଖ ରାତିରେ  ମା ପରି କିଏ ହେବ’ ଚଳଚ୍ଚିତ୍ରର ଶିଶିର ମୋହନ ପତିଙ୍କର ମଧ୍ୟ ପରଲୋକ ହୋଇଥିଲା ।

ସମ୍ବନ୍ଧିତ ଖବର