ସାଇକଲକୁ ପିଟିଲା ଟ୍ରକ, ବଡ଼ ବାପା-ଝିଆରୀଙ୍କ ମୃତ୍ୟୁ

କଟକ: ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ୱର ନିକଟସ୍ଥ ଲୁଣା ନଦୀ ବାମ ପାର୍ଶ୍ୱ କେନାଲ ରୋଡ଼ରେ ଏକ ବାଲି ବୋଝେଇ ଟ୍ରକ ଧକ୍କା ହେବା ଫଳରେ ଘଟଣାସ୍ଥଲରେ ବଡ଼ ବାପା ଗଜେନ୍ଦ୍ର ପ୍ରଧାନ (୬୨) ଓ ଝିଆରୀ ବର୍ଷା ପ୍ରଧାନ(୧୨)ଙ୍କ ମୃତ୍ୟୁ ହୋଇଛି। ଉଭୟ ବଡ଼ବାପା ଓ ଝିଆରୀ ସାଇକଲରେ ଯାଉଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହିତ ଟ୍ରକକୁ ଜବତ କରିଛି।

ସମ୍ବନ୍ଧିତ ଖବର