କଟକ: ରୋଜଭ୍ୟାଲି ଏମଡି ଶିବମୟ ଦତ୍ତଙ୍କୁ ସର୍ତ୍ତମୂଳକ ଜାମିନ

କଟକ: ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଶିବମୟ ଦତ୍ତଙ୍କୁ ଶନିବାର ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି।  ମିଳିଥିବା ସୂଚନା ଅନୁସାରେ ଓଡ଼ିଶା ହାଇକୋର୍ଟ ଦତ୍ତଙ୍କୁ ୩ କୋଟି ଟଙ୍କା ଜମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ୫୦ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ଜାମିନ ମିଳିଛି।

ସମ୍ବନ୍ଧିତ ଖବର