କଟକ: ଏସ୍ସିବି ପ୍ଲାଟିନମ୍ ଜୁବୁଲି ଉତ୍ସବ ବେଶ ଆକର୍ଷଣୀୟ ଢଙ୍ଗରେ ଉଦ୍ଯାପିତ ହୋଇଯାଇଛି। ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ରମ ପୂର୍ବରୁ ଏସ୍ସିବିକୁ ଗୋଟିଏ ରଙ୍ଗରେ ସଜାଇବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ କାର୍ଯ୍ୟକ୍ରମ ସରି ଯାଇଥିଲେ ବି ଏଯାଏ ଏସସିବିର ରଙ୍ଗ ଦିଆ କାର୍ଯ୍ୟ ସରିଲାନି।
କେଉଁ କୋଠାର ସମ୍ମୁଖ ଭାଗ ରଙ୍ଗ ଦିଆ ହୋଇଛି ତ କାହାର ଆଦୗ ରଙ୍ଗ ଦିଆ ହୋଇନି। ପୂର୍ତ୍ତ ବିଭାଗ ଏହି ଦାୟିତ୍ବ ନେଇଥିବା ବେଳେ କାର୍ଯ୍ୟରେ ଏଭଳି ଶିଥିଳତାକୁ ନେଇ ପ୍ରଶ୍ନ ଉଠୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/CARDIOLOGY-DEPARTMENT-2.jpg)