କଟକ: କଟକ ସିଡିଏ ୧୧ ନମ୍ବର ଅଞ୍ଚଳରେ ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ ଅଳ୍ପକେ ବର୍ତ୍ତିଛନ୍ତି ୩୦ ପିଲା। ସୂଚନାନୁସାରେ ଏକ ଘରୋଇ ସ୍କୁଲ୍ ବସ୍ ଡିଭାଇଡରରେ ପିଟି ହୋଇ ଗଛ ଭିତରକୁ ପଶିଗଲା। ବସ୍ରେ ଯାତ୍ରା କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ।
ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ୩୦ ପିଲା
/sambad/media/post_attachments/wp-content/uploads/2022/09/c00e219c-ac60-4508-aec1-bab1e3cd1387.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)