କଟକ: ନରସିଂହପୁର ଅଞ୍ଚଳର ଏକ ସମ୍ପତ୍ତି ମଙ୍ଗଳବାର ବଜ୍ରପାତର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଜିଲିଣ୍ଡା ଜାନିସାହିର ନରି ଗଡ଼ନାୟକ(୬୦) ଓ ତପି ଗଡ଼ନାୟକ(୫୫) ଅପରାହ୍ନ ପ୍ରାୟ ୫ଟା ହେବ ଛେଳି ଚରାଇ ଘରକୁ ଫେରୁଥିଲେ। ଏହି ସମୟରେ ବଜ୍ରାପାତ ହେବାରୁ ଘଟଣାସ୍ଥଲରେ ହିଁ ସେମାନଙ୍କର ମୃତ୍ୟୁ ହୋଇଛି।
ଛେଳି ଚରାଇ ଘରକୁ ଫେରବା ବେଳେ ବଜ୍ରପାତ, ଦମ୍ପତ୍ତି ମୃତ
/sambad/media/post_attachments/wp-content/uploads/2017/09/lightning.jpg)