ସୁନ୍ଦରଗଡ: ବିଲ ଭିତରୁ ମିଳିଲା କଟା ହାତ। ସୁନ୍ଦରଗଡ଼ ଜିଲ୍ଲା କିରେଇ ପଂଚାୟତର ଗାଁ ସାଥି ରମେଶ ସିଂଙ୍କ କଟାହାତ ହୋଇଥିବା ସନ୍ଦେହ କରାଯାଉଛି। କାରଣ ଗତକାଲି ରାତିରୁ ନିଖୋଜ ଅଛନ୍ତି ରମେଶ। ଆଜି ବହୁ ଖୋଜାଖୋଜି କରିବା ପରେ ଏକ ବିଲରୁ ମିଳିଛି କଟାହାତ। ପୁଲିସର ତନାଘନା ଜାରି ରହିଛି। ଟାଉନ ଥାନା ଅନ୍ତର୍ଗତ ଆମ୍ଵିଏନ୍ସ ହୋଟେଲ ପଛପଟୁ ଏହି କଟାହାତ ମିଳିଛି। କଟା ହାତ ରମେଶଙ୍କର ନାଁ ଆଉ କାହାର ତାହା ସ୍ଵଷ୍ଟ ହୋଇନି।
ସୁନ୍ଦରଗଡ଼ ଜିଲ୍ଲାରେ ହୋଟେଲ ପଛପଟରୁ ମିଳିଲା କଟାହାତ
/sambad/media/post_attachments/wp-content/uploads/2021/01/cut-hand-14_Thumb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)