ଖୋର୍ଦ୍ଧା:ଟ୍ରେନ୍‌ରେ କଟି ଯୁବକ ମୃତ

ଖୋର୍ଦ୍ଧା: ଆଜି ସକାଳେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ବେଗୁନିଆ ଥାନା ଚଣ୍ଡିଆପଲ୍ଲୀ ନିକଟରେ ଷଯ୍ରନ୍‌ରେ କଟି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ବିଦ୍ୟାଧର ମାର୍ଥା ଓ ତାଙ୍କ ଘର ଖୋର୍ଦ୍ଧା ଥାନା ବାଘମାରୀ ଫାଣ୍ଡି ଅନ୍ତର୍ଗତ ଅଟ୍ରି ଗ୍ରାମରେ। ଖବର ପାଇ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖଣ୍ଡ ବିଖଣ୍ଡିତ ମୃତ ଦେହ ଜବକ କରିଛି।

ସମ୍ବନ୍ଧିତ ଖବର