ସୁବର୍ଣ୍ଣପୁର: ଆମ୍ବ ତୋଟା ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନl ଅଧିନସ୍ଥ ଗଣ୍ଡାବାହାଲ ବାହାଲ ନିକଟ ଏକ ଆମ୍ବ ତୋଟା ପାଖରେ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ନୀଳାଚଳ ପଧାନ (୪୫) ତାଙ୍କର ଘର ନିକଟସ୍ତ ଲସ୍ତଲା ଗ୍ରାମ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ କେହି ହତ୍ୟା କରିଥିବା ସାଇଣ୍ଟିଫିକ ଟିମ ଜାଣିବାକୁ ପାଇଛି । ଘଟଣାସ୍ଥଳରେ ପହଞ୍ଚି ବୀରମହାରାଜପୁର ଏସଡିପିଓ ଧୀରଜ ଚୋପଦାର ଓ ଉଲୁଣ୍ଡା ଆଇଆଇସି ବିଦୂ ଭୂଷଣ ପୁଟା ତଦନ୍ତ କରୁଛନ୍ତି ।

ସମ୍ବନ୍ଧିତ ଖବର