ବଙ୍ଗୋମୁଣ୍ତା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ତା ସତନାମୀ ପଡ଼ାର ଗୋବିନ୍ଦ ସତନାମୀଙ୍କ ପୁଅ ରାମ ସତନାମୀ (୬ବର୍ଷ)ର ଶବ ଶନିବାର କୂଅରୁ ଉଦ୍ଧାର କରାଯାଇଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୋବିନ୍ଦ ଅନ୍ୟ ଗାଁକୁ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ କୌଣସି କାମରେ ବାହାରକୁ ଯାଇଥିଲେ। ଏହି ସମୟରେ ରାମ ଘର ପଛପଟେ ଖେଳୁଥିବା ବେଳେ ଉକ୍ତ କୂଅରେ ପଡ଼ିଯାଇଥିବା ଅନୁମାନ କରାଯାଉଛି।
କୂଅଁରୁ ବାଳକର ଶବ ଉଦ୍ଧାର
/sambad/media/post_attachments/wp-content/uploads/2020/11/dead-body-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)