ଭଦ୍ରକ: ନଦୀରୁ ମୃତଦେହ ଉଦ୍ଧାର

ଭଦ୍ରକ: ଆଜି ସକାଳେ ଭଦ୍ରକ ଗଆମାଞ୍ଚଳ ଥାନା ପୁଲିସ ସାଳନ୍ଦୀ ନଦୀ ବଜାର ସାହି ଘାଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ବ୍ୟକ୍ତିଙ୍କ ନାମ ମନୋଜ ଦାସ(୫୫ ବର୍ଷ) ଓ ତାଙ୍କ ଘର ଆଗରପଡ଼ା ଥାନା ଅନ୍ତର୍ଗତ ଓଡ଼ଙ୍ଗ ଗ୍ରାମରେ। ଗତକାଲି ରାତିରେ ମେଳା ଦେଖିବାକୁ ଆସଥିବା ବେଳେ ମନୋଜ ନଦୀରେ ବୁଡ଼ିଯାଇଥିବା ପୁଲିସ ଅନୁମାନ କରୁଛି।

ସମ୍ବନ୍ଧିତ ଖବର