Advertisment
Gallery

Opium Cultivation: ୨୫ କୋଟିର ଅଫିମ ଚାଷ ନଷ୍ଟ

ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରୁ ଆଜି ୨୫ କୋଟି ଟଙ୍କାର ଅଫିମ ଚାଷ ନଷ୍ଟ କରିଛି ଅବକାରୀ ବିଭାଗ। ମଳେହିପଡ଼ା ପଞ୍ଚାୟତ ଅନ୍ତର୍ଗତ କାଦୋପଡ଼ା ଗ୍ରାମର ବାଉଁଶଯୋରା ନାଳ କଡ଼ ସରକାରୀ ଜମିରେ ଚାଲିଥିଲା ବେଆଇନ ଅଫିମ ଚାଷ। କୌଣସି ସୂତ୍ରରୁ ଖବର ପାଇ ଆଜି ଦେବଗଡ଼ ଜିଲ୍ଲା ଅବକାରୀ ବିଭାଗରୁ ଘଟଣା ସ୍ଥଳରେ ପହଞ୍ଚି ଥିଲା।

 Opium Cultivation: ୨୫ କୋଟିର ଅଫିମ ଚାଷ ନଷ୍ଟ
Advertisment
ସବସ୍କ୍ରାଇବ କରନ୍ତୁ