ଗଳିତ ଶବ ଉଦ୍ଧାର

0

ଧନକଉଡ଼ା/ବୁର୍ଲା: ଚିପିଲିମା ପାଓ୍ଵାର ଚାନେଲରୁ ଜଣେ ବୃଦ୍ଧଙ୍କ ଗଳିତ ଶବକୁ ଚିପିଲିମା ଫାଣ୍ଡି ପୁଲିସ ଚିହ୍ନଟ କରି ଏକ ଅପମୃତ୍ୟୁ ମାମଲାରେ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ମୃତକ ବୁର୍ଲା ଥାନାରେ କାର୍ଯ୍ୟରତ ହୋମଗାର୍ଡ ରବି ରଣାଙ୍କ ବାପା ଗୋକୁଳ ରଣା (୬୫) ଅଟନ୍ତି। ରବିବାର ପୂର୍ବାହ୍‌ଣ ୧୧ଟା ସମୟରେ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ସେ ଗତ ୭ ତାରିଖରୁ ନିଖୋଜ ଥିଲେ। କିଛି ଦିନ ପୂର୍ବରୁ ମଧ୍ୟ ପାଓ୍ଵାର ଚାନେଲରୁ ଦୁଇ ଶିଶୁପୁତ୍ରଙ୍କ ଶବ ଉଦ୍ଧାର କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.