ହଜିଯାଉଛି ଗ୍ରିଟିଙ୍ଗସ କାର୍ଡ

ଦେବଗଡ଼: କିଛି ବର୍ଷ ହେଲା ସୋସିଆଲ ମିଡିଆ କିମିଆ ଏମିତି କରିଛି ଯେ ବର୍ତ୍ତମାନ ଯୁବ ପିଢିଠାରୁ ଆରମ୍ଭ କରି ସମସ୍ତେ ଏହାକୁ ପ୍ରତ୍ୟେକ ସମୟରେ ପ୍ରତ୍ୟେକ ମୁହୂର୍ତ୍ତରେ ଆପଣେଇ ନେଇଛନ୍ତି। ସୋସିଆଲ ମିଡିଆର ବହୁଳ ପ୍ରଭାବରେ ସତେ ଯେମିତି ଏକ ପ୍ରକାର ହଜିଯାଇଛି ଗ୍ରିଟିଙ୍ଗସ କାର୍ଡର ଯୁଗ। ସୋସିଆଲ ମିଡିଆ ଦ୍ୱାରା ଏବେ ବି ନିଜର ପ୍ରିୟ ବନ୍ଧୁ, ପ୍ରିୟ ଲୋକ ଏବଂ ପ୍ରେମିକ ପ୍ରେମିକାକୁ ନୂଆ ବର୍ଷରେ ଆକର୍ଷଣ କାର୍ଡ ଦେବାକୁ ଭୁଲୁନାହାନ୍ତି ଲୋକମାନେ। ଆଗରୁ ଗ୍ରିଟିଙ୍ଗସ କାର୍ଡରେ ନବବର୍ଷର ଅଭିନନ୍ଦନ ଜଣାଉଥିଲେ ସମସ୍ତେ। ସହରରେ ମାତ୍ର ୨ରୁ ୩ଟି ଦୋକାନ ହୋଇଛି। କିନ୍ତୁ, ଆଗ ଭଳି ଆଉ କାର୍ଡ ବିକ୍ରି ହେଉନଥିବା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର