ଦେବଗଡ଼: ଟାଉନ ଥାନା ଅନ୍ତର୍ଗତ ରୋଜାମୁଣ୍ଡାରେ ରବିବାର ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥ ନମ୍ବର ୪୯ କଡ଼ରେ ଥିବା ପାନ ଦୋକାନରୁ ଫେରୁଥିବା ବେଳେ ଏକ ଅଜଣା ଟ୍ରକ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଘଟଣାସ୍ଥଲରେ ହିଁ ରୋଜାମୁଣ୍ଡା ଗ୍ରାମର ସୁରେଶ ପାତ୍ରଙ୍କ ମୃତ୍ୟୁ ହୋଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି।
ଦେବଗଡ଼: ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଜଣେ ମୃତ
/sambad/media/post_attachments/wp-content/uploads/2017/10/Accident_Sambad-Graphic-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)