ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ମା’ ରମ୍ଭାଦେବୀଙ୍କ ଯାତ୍ରା

ଦେବଗଡ଼: ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ୍‌ ବାସୁଦେବପୁର ଗ୍ରାମରେ ମା’ ରମ୍ଭାଦେବୀଙ୍କ ପ୍ରସିଦ୍ଧ ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ସୂଚନାନୁସାରେ ଅରଣ୍ୟବେଷ୍ଟିତ ପାହାଡ଼ ଗୁମ୍ଫାରେ ମା’ ପୂଜା ପାଇଆସୁଥିବାବେଳେ ପ୍ରତ୍ୟହ ମା’ଙ୍କ ପାଖରେ…
ଅଧିକ ଖବର ଦେଖନ୍ତୁ...

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ରିଆମାଳ: ରିଆମାଳ ଥାନା ରେଙ୍ଗାଳପାଲି ଗ୍ରାମରେ ଶୁକ୍ରବାର ପାରିବାରିକ କଳହରୁ ବିଷପାନ କରି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ଗ୍ରାମର ବିଜୟ ବେହେରା (୪୨)। ପାରିବାରିକ କଳହରୁ ବିଜୟ ସକାଳେ ବିଷ ପାନ କରିଥିଲେ। ପରିବାର ଲୋକ ଜାଣିପାରି ତାଙ୍କୁ ଛତାବର ଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...

ମା’ ରମ୍ଭାଦେବୀଙ୍କ ପ୍ରସିଦ୍ଧ ଯାତ୍ରା ଅନୁଷ୍ଠିତ, ହଜାର ହଜାର ଭକ୍ତଙ୍କ ସମାଗମ

ଦେବଗଡ଼ : ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ୍‌ ବାସୁଦେବପୁର ଗ୍ରାମରେ ମା’ ରମ୍ଭାଦେବୀଙ୍କ ପ୍ରସିଦ୍ଧ ଯାତ୍ରା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ସୂଚନାନୁସାରେ ଅରଣ୍ୟବେଷ୍ଟିତ ପାହାଡ଼ ଗୁମ୍ଫାରେ ମା’ ପୂଜା ପାଇଆସୁଥିବାବେଳେ ପ୍ରତ୍ୟହ…
ଅଧିକ ଖବର ଦେଖନ୍ତୁ...

ମା’ ରମ୍ଭାଦେବୀଙ୍କ ପ୍ରସିଦ୍ଧ ଯାତ୍ରା ଆଜି

ଦେବଗଡ଼ : ପର୍ବତ ଗୁମ୍ଫାରେ ପୂଜା ପାଉଥିବା ମା’ ରମ୍ଭାଦେବୀଙ୍କ ପ୍ରସିଦ୍ଧ ଯାତ୍ରା ଶୁକ୍ରବାର ଦିନ ଅନୁଷ୍ଠିତ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅରଣ୍ୟ ବେଷ୍ଟିତ ଜିଲ୍ଲାର ତିଳେଇବଣି ବ୍ଲକ ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ ଥିବା ମା’ଙ୍କ ପୀଠସ୍ଥଳୀରେ ନିଜ…
ଅଧିକ ଖବର ଦେଖନ୍ତୁ...

ଅବସରର ଦିନକ ପୂର୍ବରୁ ଦେବଗଡ଼ କଲେଜ୍‌ ଅଧ୍ୟକ୍ଷ ନିଲମ୍ବିତ

ଦେବଗଡ଼: ଦେବଗଡ଼ କଲେଜର ପୂର୍ବତନ ଅଧ୍ୟକ୍ଷା ସନ୍ତୋଷିନୀ ଶତପଥୀଙ୍କ ପେନସନ ସମ୍ବନ୍ଧୀୟ କାଗଜପତ୍ର ଦାଖଲ କରିବାରେ ଅବହେଳା ‌ହୋଇଛି। ଏହି ଅଭିଯୋଗରେ ଦେବଗଡ଼ କଲେଜ ବର୍ତ୍ତମାନର ଅଧ୍ୟକ୍ଷ ଅଶୋକ ନାୟକଙ୍କୁ ଗତକାଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଆଜି…
ଅଧିକ ଖବର ଦେଖନ୍ତୁ...

ବିବାହ ଉତ୍ସବ ଦିନ ବାରଣ୍ଡାରେ ଶୋଇଥିଲା ନାବାଳିକା, ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଦେବଗଡ଼/ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଜୁଲାଣି ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ଚଛୁପାଲି ଗ୍ରାମର ଭିଲିଆନ କେରକେଟ୍ଟା ଜୁଲାଣି ଗ୍ରାମକୁ ଏକ ବିବାହ ଉତ୍ସବରେ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀ ଛାତ୍ରୀ ମୃତ

ରିଆମାଳ : ରିଆମାଳ ଥାନା ଅନ୍ତର୍ଗତ ଧରମପୁର ଗ୍ରାମରେ ଥିବା ପୋଖରୀରେ ବୁଡ଼ି ଆଜି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ମୃତକ ହେଲେ ନାକଟିଦେଉଳ ଥାନା ଅନ୍ତର୍ଗତ ବନ୍ଧୁପାଲି ଗ୍ରାମର ବୀର ଷଣ୍ଢଙ୍କ ଝିଅ ରାଣୀ(୧୦) । ପ୍ରାପ୍ତ ସୂଚନା ଅନୁଯାୟୀ,ଧରମପୁର…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ଅଭିମୁଖେ ଚୋରା ଚାଲାଣ ବେଳେ କେନ୍ଦୁପତ୍ର ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୨ ଗିରଫ

ଦେବଗଡ଼: ଦେବଗଡ ଥାନା ଅନ୍ତର୍ଗତ କାଲକାଠ ଗ୍ରାମ ନିକଟରେ ବେଆଇନ କେନ୍ଦୁପତ୍ର ଚାଲାଣ ବେଳେ ସୋମବାର ବିଳମ୍ବିତ ରାତିରେ କେନ୍ଦୁପତ୍ର ବୋଝେଇ ପିକ ଭ୍ୟାନ ସହିତ ୨ଜଣଙ୍କୁ ଗିରଫ କରିଛି ବନବିଭାଗ। ଗିରଫ ଅଭିଯୁକ୍ତ ମାନେ ହେଲେ ରିଆମାଳ ବ୍ଲକର ତେଲିମୁଣ୍ଡା ଗ୍ରାମର ପ୍ରିୟବ୍ରତ ସାହୁ ଓ ଗାଡିର…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତ ନେଲା ଯୁବକଙ୍କ ଜୀବନ

ଦେବଗଡ଼: ଟୁଲ ସଂଗ୍ରହ ପାଇଁ ଯାଇଥିବା ବେଳେ ବଜ୍ରପାତରେ ମଙ୍ଗଳବାର ବାରକୋଟ ବ୍ଲକ ଅନ୍ତର୍ଗତ ଝରାକଣ୍ଢଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସେହି ଗ୍ରାମର ବିରଞ୍ଜି ମହାକୁଳ (୪୮)। ମିଳିଥିବା ସୂଚନା ଅନୁଯ‌ାୟୀ, ଝରାକଣ୍ଢଳ ଗ୍ରାମର ବିରଞ୍ଜି ଆଜି ଅପରାହ୍ନରେ ନିକଟସ୍ଥ…
ଅଧିକ ଖବର ଦେଖନ୍ତୁ...

ଟୁଲ ସଂଗ୍ରହ ପାଇଁ ଯାଇଥିବାବେଳେ ବଜ୍ରପାତରେ ଜଣେ ମୃତ 

ଦେବଗଡ଼: ଟୁଲ (ମହୁଲ ଫଳ) ସଂଗ୍ରହ ପାଇଁ ଯାଇଥିବାବେଳେ ବଜ୍ରପାତରେ ଆଜି ଅପରାହ୍‌ଣରେ ବାରକୋଟ ବ୍ଲକ ଅନ୍ତର୍ଗତ ଝରାକଣ୍ଢଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସେହି ଗ୍ରାମର ବିରଞ୍ଜି ମହାକୁଳ(୪୮)। ମିଳିଥିବା ସୂଚନା ଅନୁଯ‌ାୟୀ, ଝରାକଣ୍ଢଳ ଗ୍ରାମର ବିରଞ୍ଜି ଆଜି…
ଅଧିକ ଖବର ଦେଖନ୍ତୁ...