ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

୫ ଦିନ ହେଲା ୬ ଗାଁ ଅନ୍ଧାରରେ

ରିଆମାଳ: ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଢୋଲପଡା ଓ ଦୁଧିଆନାଳୀ ପଞ୍ଚାୟତର ୬ ଟି ଗ୍ରାମ ଭାଲୁମୁଣ୍ଡା, ମାଳିଚୁଆ, କୁମୁରାପାଲି, ଗୟାପାଲି, ନିର୍ଗୁଣୀପାଲି, ମର୍ଡଙ୍ଗ ତଳପଡ଼ା ଆଜିକୁ ୫ ଦିନ ହେଲା ବିଦ୍ୟୁତ ନ ଥିବାରୁ ଲୋକେ ଅନ୍ଧାରରେ ରହୁଛନ୍ତି। ତିଲେଇବଣୀ ବ୍ଲକ ଓ ରିଆମାଳ ବ୍ଲକର…
ଅଧିକ ଖବର ଦେଖନ୍ତୁ...

୨ ଆଜୀବନ କଏଦୀଙ୍କ ମୃତ୍ୟୁ

ବଲାଙ୍ଗୀର/ଦେବଗଡ଼: ବଲାଙ୍ଗୀର ଓ ଦେବଗଡ଼ ଜିଲ୍ଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୁଇ ଜଣ କଏଦୀଙ୍କ ମୃତ୍ୟୁ ହୋଇଛି। ଉଭ‌ୟେ ହତ୍ୟା ମାମଲାରେ ବନ୍ଦୀ ଜୀବନ ବିତାଉଥିଲେ। ବଲାଙ୍ଗୀର ଜିଲ୍ଲା କାରାଗାରରେ ଥିଲେ ବେଲପଡ଼ା ଥାନା ସର୍ଗିଗୁଡ଼ା ଗାଁର ସୁନାଧର ବାଗ (୭୦ ବର୍ଷ)। ୨୦୦୭ ମସିହାରେ ଜଣେ…
ଅଧିକ ଖବର ଦେଖନ୍ତୁ...

ପ୍ୟାକ୍ସ ସଭାପତି ଓ ସମ୍ପାଦକଙ୍କୁ ହତ୍ୟା ଧମକ

ଦେବଗଡ଼: ବାରକୋଟ ବ୍ଲକ ଡଁରା ସେବା ସମବାୟ ସମିତିର ଅବସରପ୍ରାପ୍ତ ସଂପାଦକଙ୍କ ପୁଅ ସମିତିର ସଭାପତି ପ୍ରତାପ ପ୍ରଧାନ ଓ ସମ୍ପାଦକ ଖଗେଶ୍ୱର ବିଶ୍ୱାଳଙ୍କୁ ହତ୍ୟା ଧମକ ଦେବା ସହ କାର୍ଯ୍ୟାଳୟରେ ନିଆଁ ଲଗାଇବାକୁ ଧମକ ଦେଉଥିବା ମଙ୍ଗଳବାର ବାରକୋଟ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଅଭିଯୁକ୍ତ ଓ ପୀଡ଼ିତା ହେଲେ ଜୀବନସାଥୀ, ବିବାହ ପରେ ଜେଲକୁ ଫେରିଲେ ବର

ଦେବଗଡ଼ : ଦୁଷ୍କର୍ମ ଅଭିଯୋଗରେ ୪ ବର୍ଷ ହେବ ଜେଲ୍‌ରେ ଥିବା ବିଚାରଧୀନ କଏଦୀଙ୍କ ସହ ପୀଡ଼ିତାଙ୍କ ବିବାହ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶରେ ସୋମବାର ଜେଲ କର୍ତ୍ତୃପକ୍ଷ ଓ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ଏହି ବିବାହ ହୋଇଥିଲା। ସୂଚନା ଅନୁଯାୟୀ, କୁଣ୍ଢେଇଗୋଳା ଥାନା କୁଶଖଳିଆ…
ଅଧିକ ଖବର ଦେଖନ୍ତୁ...

ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଶୌଚ ପାଇଁ ଯାଇଥିବାବେଳେ ନାଳରୁ ଉଦ୍ଧାର ହେଲା ମୃତଦେହ

ରିଆମାଳ: ଦେବଗଡ ଜିଲ୍ଲା ରିଆମାଳ ଥାନା ଟୁହିଲାମାଳ ପଂଚାୟତ ଝିମ୍ପାବିରା ଗ୍ରାମର ଜଣେ ଛାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି | ବାଳକ ଜଣଙ୍କ ହେଉଛନ୍ତି ଗ୍ରାମର ମହେଶ୍ୱର ପ୍ରଧାନଙ୍କ ପୁଅ ଛତ୍ରପତି ପ୍ରଧାନ (୧୪) । ଆଜି ସକାଳେ ନିକଟସ୍ଥ ନାଳକୁ ଶୌଚ କରିବାକୁ ଯାଇ ଫେରି…
ଅଧିକ ଖବର ଦେଖନ୍ତୁ...

ଡଙ୍ଗା ବୁଡ଼ି ଧୀବର ମୃତ, ୧୭ ଘଣ୍ଟା ପରେ ଶବ ଉଦ୍ଧାର

ରିଆମାଳ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ର ରେଙ୍ଗାଳି ନଦୀବନ୍ଧରେ ଡଙ୍ଗା ବୁଡ଼ି ଧୀବର ଇନ୍ଦ୍ରମଣି ଧୀବର (୫୦)ଙ୍କ ମୃତ୍ୟୁ ହୋଇଯାଇଛି। ତେବେ ଘଟଣାର ୧୭ ଘଣ୍ଟା ପରେ ଶବ ଉଦ୍ଧାର କରାଯାଇଛି। କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ତି ଖିଲେଇ ପଞ୍ଚାୟତ ଚୁଆଖୋଳ ଗ୍ରାମର ଇନ୍ଦ୍ରମଣି ରେଙ୍ଗାଳି…
ଅଧିକ ଖବର ଦେଖନ୍ତୁ...

ନଦୀକୁ ମାଛ ମାରିବାକୁ ଯାଇ ଡଙ୍ଗାବୁଡ଼ି ହୋଇ ଜଣେ ଧୀବର ମୃତ୍ୟୁ

ରିଆମାଳ: ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ଖିଲେଇ ପଞ୍ଚାୟତର ଚୁଆଖୋଳ ଗ୍ରାମରେ ନଦୀକୁ ଡଙ୍ଗାରେ ମାଛ ମାରିବାକୁ ଯାଇ ଡଙ୍ଗାବୁଡ଼ି ହୋଇ ଜଣେ ଧୀବରଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସେହି ଗ୍ରାମର ସ୍ୱର୍ଗତ କେଳା ଧୀବରଙ୍କ ପୁଅ ଇନ୍ଦ୍ରମଣି ଧୀବର (୫୦) ।…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧଙ୍କ ଏଟିଏମ୍ କାର୍ଡ ବଦଳାଇ ୬୧ ହଜାର ଟଙ୍କା ହଡ଼ପ୍

ଦେବଗଡ଼: ଜଣେ ବୃଦ୍ଧଙ୍କ ଏଟିଏମ୍‌ କାର୍ଡ ବଦଳାଇ ୬୧ ହଜାର ଟଙ୍କା ହଡପ ହୋଇଥିବା ନେଇ ଗତ ୧୬ ତାରିଖ ଦିନ ଦେବଗଡ ଥାନାରେ ଲିଖିତ ଅଭି‌ଯୋଗ ହୋଇଥିଲା। ତାଙ୍କ ଅଭିଯୋଗକୁ ଭିତ୍ତି କରି ଦେବଗଡ଼ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁରୁଣାଗଡ଼ର ମୁରଲୀଧର ସାହୁ (୭୨)…
ଅଧିକ ଖବର ଦେଖନ୍ତୁ...

ଆଧାରକାର୍ଡ ତ୍ରୁଟି କା‌ଳ ସାଜିଲା: ୭୫ ବର୍ଷୀୟ ବୃଦ୍ଧାଙ୍କ ଚାଉଳ କଟିଲା, ମିଳିଲାନି ଭତ୍ତା

ଦେବଗଡ଼: ଆଗରୁ ବୃଦ୍ଧା ଚାଉଳ ପାଉଥିଲେ , କିନ୍ତୁ ଆଧାରରେ ତ୍ରୁଟି ଯୋଗଁୁ ୨ମାସ ହେଲା ଆଉ ମିଳୁନି ଚାଉଳ । ଏହାପରେ ବି ଭତ୍ତା ଯୋଜନାରୁ ମଧ୍ୟ ତାରାମଣି ବେଗ(୭୫) ବଂଚିତ । ଚାଉଳ କଟିଯିବା ପରେ ପଂଚାୟତ କାର୍ଯ୍ୟାଳୟରେ ସେ ଅଭିଯୋଗ କରିବା ପରେ ବି ପଂଚାୟତ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ…
ଅଧିକ ଖବର ଦେଖନ୍ତୁ...

କାର୍‌ ଧକ୍କାରେ ବୃଦ୍ଧ ମୃତ

ଦେବଗଡ଼: ପୌରାଞ୍ଚଳର ଶାସନ ସାହିରେ ଥିବା ଡିଭାଇନ ପବ୍ଲିକ ସ୍କୁଲ ସମ୍ମୁଖରେ ରବିବାର ସକାଳେ କାର୍‌ ଧକ୍କାରେ ଦେବଗଡ଼ ଥାନା ସୁନାପଶି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଘନଶ୍ୟାମ ସାହୁ (୬୭)ଙ୍କ ମୃତ୍ୟୁ ଘଟିଛି। ସୁନାପଶି ଗ୍ରାମର ଘନଶ୍ୟାମ ରବିବାର ସକାଳେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ…
ଅଧିକ ଖବର ଦେଖନ୍ତୁ...