ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ,ଜଣେ ମୃତ

ରିଆମାଳ: ରିଆମାଳ ଥାନା ଅନୁଗୁଳ-ଦେବଗଡ ୫୩ ନମ୍ବର ଜାତୀୟ ରାଜପଥ ଅନ୍ତରତ ଭିତରପଦ ଛକ ଠାରେ ସୋମବାର ସନ୍ଧ୍ୟା ୬ଟା ସମୟରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା ସଚେତନତା ପୋଲ୍ ରେ ପିଟି ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛି । ଉଭୟେ ଦେବଗଡ ଥାନା…
ଅଧିକ ଖବର ଦେଖନ୍ତୁ...

ଆଜବେଷ୍ଟସ୍‌ ଭାଙ୍ଗି ଜନସେବା କେନ୍ଦ୍ରରୁ ଚୋରି, ସିସିଟିଭିରେ କଏଦ ହେଲା ଚୋରି ସମୟର ଦୃଶ୍ୟ

ରିଆମାଳ: ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବଡଡଙ୍ଗାଘାଟ ଗ୍ରାମରେ ଥିବା ଜନସେବା କେନ୍ଦ୍ରରୁ ଶନିବାର ମଧ୍ୟରାତ୍ରିରେ ଲ୍ୟାପଟପ, ଲାମିନେସନ ମେସିନ, ନଗଦ ଟଙ୍କା ସହ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ଚୋରି ବେଳର ସମସ୍ତ ଭିଡିଓ ସିସି ଟିଭିରେ କଏଦ ହୋଇଛି । ରାତି…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା କଂଗ୍ରେସ ପକ୍ଷରୁ ପିସିସି ସଭାପତିଙ୍କୁ ସମ୍ବର୍ଦ୍ଧନା  

ଦେବଗଡ଼: ୨୦୨୪ରେ ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବ। ଆ‌ସନ୍ତା ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଆସନ ୯ରୁ ୯୦ କୁ ବୃଦ୍ଧି ପାଇବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଦୃଢ଼‌ୋକ୍ତି ପ୍ରକାଶ କରିଛନ୍ତି।  ଶନିବାର ଦେବଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ   

ଦେବଗଡ଼/ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ତେନ୍ତଳାବାହାଳ ପଞ୍ଚାୟତ ରେଙ୍ଗାଳନାଳୀ ଗାଁ ପୋଖରୀରେ ବୁଡ଼ି ଶୁକ୍ରବାର ଜଣେ ୪ ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁ କୋହ୍ଲବସା ପଞ୍ଚାୟତ ଅର୍ଜୁନଝରି ଗାଁର ବସନ୍ତ ସୁହୁଳାଙ୍କ ଝିଅ ଶର୍ମିଳା ସୁହୁଳା। ବସନ୍ତଙ୍କ ଶ୍ବଶୁରଙ୍କ ଦେହ…
ଅଧିକ ଖବର ଦେଖନ୍ତୁ...

୩ ମାସ ହେଲା ଅନ୍ଧାରରେ ଗଇଲୋ ଗ୍ରାମବାସୀ

ଦେବଗଡ଼ : ତିଲେଇବଣି ବ୍ଲକ ଗଇଲୋ ଗ୍ରାମର ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ୩ ମାସ ହେଲା ପୋଡ଼ି ଯାଇଛି। ଫଳରେ ଗ୍ରାମବାସୀ ଅନ୍ଧାରରେ ରହିଛନ୍ତି। ଗୁରୁବାର ସମଗ୍ର ଦେବଗଡ ଜିଲ୍ଲା ବିକାଶ ମଂଚର ଆବାହକ ସୁଧିର ବ୍ରହ୍ମାଙ୍କ ନେତୃତ୍ବରେ ଗ୍ରାମର ଚିନ୍ତାମଣି ବାଘ, ଶୁକ୍ରା ଖାଲଖୋଙ୍କ ସମେତ ବହୁ…
ଅଧିକ ଖବର ଦେଖନ୍ତୁ...

ଗ୍ରାହକ ସେବା କେନ୍ଦ୍ରରେ ଡକାୟତି  

ରିଆମାଳ: ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ କରଲଗା ଛକରେ ଥିବା ଗ୍ରାହକ ସେବା କେନ୍ଦ୍ରରେ ଡକାୟତି ହୋଇଛି। ମଙ୍ଗଳବାର ରାତିରେ କରଲଗା ଛକରେ ଥିବା ଗ୍ରାହକ ସେବା କେନ୍ଦ୍ରକୁ ଏକ କାର୍‌ରେ ଡ୍ରାଇଭର ସହ ୪ ଜଣ ଦୃର୍ବୃତ୍ତ ଆସିଥିଲେ। ସେମାନେ ଭୁଜାଲି ଦେଖାଇ ୭୦…
ଅଧିକ ଖବର ଦେଖନ୍ତୁ...

ଗ୍ୟାସ୍ ଚୁଲାରୁ ନିଆଁ ଲାଗି ଜଳିଗଲା ହୋଟେଲ୍ 

ରିଆମାଳ: ରିଆମାଳ ପଟାଭାଡ଼ିସାହି ସ୍ଥିତ ଜାତୀୟ ରାଜପଥ କଡ଼ରେ ଥିବା କାଳିଆ ହୋଟେଲରେ ଶୁକ୍ରବାର ନିଆଁ ଲାଗିଯାଇଛି। ଶୁକ୍ରବାର ସନ୍ଧ୍ୟାରେ ହୋଟେଲର ମାଲିକ କାଳିଆ ସାହୁ ଗ୍ୟାସ୍‌ ଚୁଲା ଲଗାଇ ଜଳଖିଆ ପ୍ରସ୍ତୁତ କରୁଥିଲେ। ତେବେ ଗ୍ୟାସ ଲିକ୍‌ ହୋଇ ହୋ‌ଟେଲକୁ ନିଆଁ ଧରିଥିଲା। ରିଆମାଳ ଦମକଳ…
ଅଧିକ ଖବର ଦେଖନ୍ତୁ...

୫ ଦିନ ପରେ ମିଳିଲା ନିଖୋଜ ବୃଦ୍ଧାଙ୍କ ଶବ  

ରିଆମାଳ: ପାଞ୍ଚ ଦିନ ଧରି ନିଖୋଜ ଥିବା ବୃଦ୍ଧାଙ୍କ ଶବ ଏକ ଗଛରୁ ଝୁଲନ୍ତା ଅବସ୍ଥା‌ରେ ମିଳିଥିଲା। ତେବେ ପରିବାର ଲୋକ ପୁଲିସକୁ ନଜଣାଇ ଶବଦାହ କରି ଦେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଖଇରିପାଲି ଫାଣ୍ଡି ଅନ୍ତର୍ଗତ ବାଘବର ଗ୍ରାମର ଲୁଚନା…
ଅଧିକ ଖବର ଦେଖନ୍ତୁ...

ବେପାରୀ ସାଜି ହନୁମାନ ପଇସା ଜବତ କଲା ପୁଲିସ୍: ଜଣେ ବେପାରୀ ଗିରଫ

ରିଆମାଳ: ଛଦ୍ମ ବେଶରେ ବେପାରୀ ସାଜି ୫ ଲକ୍ଷ ଟଙ୍କାରେ ହନୁମାନ ପଇସା ଡିଲ କରି ହନୁମାନ ପଇସା ଜବତ କରିଲା ଦେବଗଡ଼ ଜିଲ୍ଲାର ସ୍ପେସାଲ ସ୍ବାଡ ପୁଲିସ୍। ଏହି ଘଟଣାରେ ଜଣେ ବେପାରୀକୁ ଗିରଫ କରି ତଦନ୍ତ କରାଯାଉଥିବା ଜଣା ପଡ଼ିଛି। ରିଆମାଳ ଥାନା ମଳେହିପଡା ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ମାନ୍ୟତା ଦାବିରେ ଧାରଣା: ସଖୀ ସେଣ୍ଟରକୁ ଗଲେ ଯୁବତୀ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବାବରାକୋଟ ଗ୍ରାମରେ ସ୍ତ୍ରୀ ମାନ୍ୟତା ଦାବିରେ ପ୍ରେମିକ ସଞ୍ଜୟ ସାହୁଙ୍କ ଘର ସମ୍ମୁଖରେ ଜଣେ ଯୁବତୀ ଗତ ୫ ତାରିଖରୁ ଧାରଣାରେ ବସି ରହିଥିଲେ। ରବିବାର ପୁଲିସ୍‌ ତାକୁ ବୁଝାସୁଝା କରି ଦେବଗଡ଼ ସ୍ଥିତ ୱାନ ଷ୍ଟେପ୍ ସଖୀ ସେଣ୍ଟରକୁ ନେଇ ରଖିଛି। ଅନ୍ୟପକ୍ଷରେ…
ଅଧିକ ଖବର ଦେଖନ୍ତୁ...