ଧାନ ବସ୍ତା ଚୋରି ଘଟଣାରେ ୨ ଗିରଫ

ଦେବଗଡ଼,: ଦେବଗଡ଼ ଥାନା ବଣିଆଁକିଲିଣ୍ଡା ନିକଟ ରାଇସ ମିଲରୁ ଧାନ ବସ୍ତା ଚୋରି ଅଭିଯୋଗରେ ଦେବଗଡ଼ ପୁଲିସ ପଳସାକୁଦର ଗ୍ରାମର ଅଜୟ ଡାଙ୍ଗ (୨୦) ଓ ସିମିଳିଆବାହାଳ ଗ୍ରାମର ସୋନୁ ମୁଣ୍ଡା(୩୧)ଙ୍କୁ ଗିରଫ ବୁଧବାର କୋର୍ଟ ଚାଲାଣ କରିଛି। ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ୨୫ ତାରିଖ ରାତି‌ରେ ଚୋରି କରୁଥିବା ବେଳେ ସୁରକ୍ଷା କର୍ମଚାରୀ ଏମାନଙ୍କୁ କାବୁ କରିଥିଲେ। ପୁଲିସର ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର