ଦେବଗଡ଼: ମାନସିକ ବିକୃତ କାକାର ଟାଙ୍ଗିଆ ଚୋଟରେ ୪ ବର୍ଷର ଝିଆରୀ ମୃତ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ଅନ୍ତର୍ଗତ ହେଟଖମାର ଗ୍ରାମରେ। ମୃତକ ଜଣକ ହେଲେ ରେ।ଜାଲିନ ଭଇଁଷ।।
ମିଳିଥିବା ସୂଚନା ଅନୁଯାୟୀ, ହେଟଖମାର ଗ୍ରାମର ସୁଶାନ୍ତ ଭଇଁଷ।ଙ୍କ ୪ ବର୍ଷର ଝିଅ ରେ।ଜାଲିନ ଘର ଆଗରେ ଖେଳୁଥିବା ବେଳେ ତାକୁ ତାଙ୍କର ନିଜର କାକା ନ।ଗାର୍ଜୁନ ଆଜି ସକ।ଳେ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ରେ।ଜାଲିନର ମୃତ୍ୟୁ ଘଟିଥିଲା। ନ।ଗାର୍ଜୁନକୁ ଗ୍ରାମବାସୀମାନେ କାବୁ କରି ପୁଲିସର ଜିମ। ଦେଇଥିଲେ। ଖବରପାଇ ରିଆମାଳ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/d2942868-84ff-4ac1-bec4-6849f9f43b9b.jpg)