ଭାରସାମ୍ୟ ହରାଇ ମାଉସୀ ଢାବା ଭିତରକୁ ପଶିଗଲା ଟ୍ରକ

ଢେଙ୍କାନାଳ: ଢାବା ଭିତରକୁ ପଶିଗଲା ଟ୍ରକ। ଢେଙ୍କାନାଳ ପରଜଙ୍ଗ ଥାନା କଙ୍କୁମୁଣ୍ଡା ଛକରେ ଥିବା ମାଉସୀ ଢାବା ଭିତରକୁ ହଠାତ ଏକ ଟ୍ରକ ପଶିଯାଇଥିଲା। ଫଳରେ ଢାବା ଓ ଟ୍ରକ କିଛି ମାତ୍ରାରେ ଜଳିଯାଇଥିଲା। ଢାବା ଆଗରେ ଥିବା ଲୋକମାନେ ମଧ୍ୟ ଅଳ୍ପକେ ବର୍ତ୍ତିଯାଇଥିଲେ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ଲୋକମାନେ ପାଣି ଢାଳି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ।

ସମ୍ବନ୍ଧିତ ଖବର