ଖଜୁରିଆକଟା : ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ପଞ୍ଚପଡ଼ା ଛକଠାରେ ଆଜି ଦିନ ପ୍ରାୟ ୧୧ଟା ସମୟରେ ଏକ ହାଇୱା ସହ ବାଇକର ମୁହାଁମୁହିଁ ଧକ୍କା ହୋଇଛି। ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ଜଣାଯାଇଛି।

Advertisment

ଖଜୁରିଆକଟା ଦମକଳବାହିନୀ ଦୁଇ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ନିକଟସ୍ଥ ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରିଛି। ଉଭୟ ଗୁରୁତର ଯୁବକଙ୍କ ଘର ରାଜମୋହନପୁର ଗାଁରେ ବୋଲି ଜଣାପଡିଛି।