କୋଇଲା ବୋଝେଇ ଗାଡ଼ି ଜବତ, ୨ ଗିରଫ

କଣିହାଁ: କୁକୁଡ଼ିଆ ଗାଁ ପାଖ ଜଙ୍ଗଲରୁ କଣିହାଁ ଥାନା ପୁଲିସ ଏକ ଚୋରା କୋଇଲା ବୋଝେଇ ୪୦୭ ଗାଡିକୁ ଘଟଣାସ୍ଥଳରୁ ଜବତ କରିଛି। ଏଥିସହ ଗାଡିର ମାଲିକ ଛେଣ୍ଡିପଦା ଥାନା କରଡ଼ାବାହାଳ ଗ୍ରାମର ଜିତୁ ପ୍ରଧାନ ଏବଂ ଗାଡିର ଡ୍ରାଇଭର ସେହି ଥାନା ଅନ୍ତର୍ଗତ ପଳସାବଣି ଗାଁ’ର ବନ୍ଧୁରାମ ବେହେରାଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର