ପରଜଙ୍ଗ : ପରଜଙ୍ଗ ଥାନା ଗେଙ୍ଗୁଟିଆ ଗ୍ରାମରେ ହାତୀ ଆକ୍ରମଣ ରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି l ଗୁରୁତର ହେଲେ ସେହି ଗ୍ରାମର କନକ ବେହେରା l ସୂଚନା ଅନୁସାରେ କନକ ଆଜି ସକାଳୁ ନିଜ ଘର ଆଗରେ ବସିଥିବା ବେଳେ ହଠାତ ଏକ ହାତୀ ପଲ ତାଙ୍କୁ ଆକ୍ରମଣ କରିଥିଲେ l ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି l ପରିବାର ଲୋକ ତୁରନ୍ତ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି l
ଏହି ଅଞ୍ଚଳରେ ବର୍ଷର ପ୍ରାୟ ପ୍ରତ୍ୟେକ ସମୟରେ ହାତୀ ଆତଙ୍କ ଲାଗିରହିଥିବା ବେଳେ ଅନେକ ସମୟରେ ହାତୀ ଆକ୍ରମଣ ରେ ଲୋକମାନଙ୍କ ଜୀବନ ଯାଉଥିବା ଦେଖିବାକୁ ମିଳୁଛି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/WhatsApp-Image-2020-12-01-at-10.19.45.jpeg)