କାମାକ୍ଷାନଗର: କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମହୁଲପାଳ ଗ୍ରାମ ନିକଟରେ ୨ଟିକିଆ ଦନ୍ତା ହାତୀ ଆତଙ୍କ ଚଳାଇଛନ୍ତି। ଆତଙ୍କିତ ଗ୍ରାମବାସୀ ସକାଳୁ ସକାଳୁ ହାତୀ ଗ୍ରାମ ନିକଟରେ ରହିଥିବା ଦେଖାଦେଇଛି। ୪ଘଣ୍ଟା ହେବ ହାତି ଫସିରହିଥିବା ସୂଚନା ମିଳିଛି। ସକାଳ ସମୟ ହୋଇଥିବାରୁ ହାତୀକୁ ଦେଖିବାକୁ ଶତାଧିକ ଲୋକଙ୍କ ଗହଳି ଲାଗି ରହିଛି। ଏହାଫଳରେ ହାତୀ ଗୋଟିଏ ଜାଗାରେ ଫସି ରହିଛନ୍ତି।
/sambad/media/post_attachments/wp-content/uploads/2022/10/kam.jpg)
ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ହାତୀଙ୍କୁ ଘଡ଼ାଇବା ପାଇିଁ ଉଦ୍ୟମ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/kamakhya.jpg)