ରୂପବଣିଆ ସରଂକ୍ଷିତ ଜଙ୍ଗଲରୁ ଦୁଇ ଶିକାରୀ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଷଡ଼ଙ୍ଗୀ ରେଞ୍ଜ ରୂପବଣିଆ ସରଂକ୍ଷିତ ଜଙ୍ଗଲରୁ ଆଜି ଯୋରନ୍ଦା ସେକ୍ସନ କର୍ମଚାରୀମାନେ ୨ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ସଦର ଥାନା ନାଗିଆପସି ଗ୍ରାମର କ୍ଷେତ୍ରବାସୀ ପ୍ରଧାନ (୪୫), ନାଥୁଆ ଗ୍ରାମର ବରଜୁ ନାଏକ (୬୦)। ସେମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ, ହରିଣ ମୁଣ୍ଡ ସହ ମାଂସ ଏବଂ ଗୋଟେ ମୃତ ବାରହା ଜବତ କରାଯାଇଛି।

ସମ୍ବନ୍ଧିତ ଖବର