ଢେଙ୍କାନାଳ: ଢେଙ୍କାନାଳରେ ତୁଟୁନି ହାତୀ-ମଣିଷ ଲଢ଼େଇ। ଅକାଳରେ ଯାଉଛି ନିରୀହ ଜୀବନ। ତମଣ୍ଡା ଗାଁରେ ପୁଣି ଜଣେ ମହିଳାଙ୍କୁ ଦଳିଦେଲା ଦନ୍ତା। ଭୋର ୬ଟାରେ ସ୍ବାମୀ, ସ୍ତ୍ରୀ ଓ ୭ ବର୍ଷର ଝିଅ ଚାଲିଚାଲି ଖୁଣ୍ଟୁଝାରି ଗାଁକୁ ଯାଉଥିବା ବେଳେ ଗୋଟିକିଆ ଦନ୍ତା ଆକ୍ରମଣ କରିଥିଲା l ସ୍ତ୍ରୀ ସୁଷମା ପଧାନଙ୍କୁ ଶୁଣ୍ଢରେ ଟାଣି ଦଳିଦେଇଥିବା ବେଳେ ସ୍ଵାମୀ ଗୁରୁବାରି ପଧାନ ଓ ୭ ବର୍ଷର ଝିଅ ଗଛରେ ଚଢ଼ି ଜୀବନ ବଞ୍ଚାଇଛନ୍ତି l
୨୨ ଦିନରେ ୬ଟି ମୁଣ୍ଡ ଗଲାଣି
ଘଟଣା ସ୍ଥଳରେ ଭାପୁର ଫାଣ୍ଡି ପୁଲିସ ଓ ବନ କର୍ମଚାରୀ ପହଞ୍ଚିଛନ୍ତି l ୨୨ ଦିନରେ ୬ଟି ମୁଣ୍ଡ ଗଲାଣି l
Dubai Gajapati 500 Odia ଦୁବାଇରେ ଫସିଛନ୍ତି ଗଜପତିର ୫୦୦ ଓଡ଼ିଆ, ଚିନ୍ତାରେ ପରିବାର-ପରିଜନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/03/03/untitledpg-2026-03-03-12-47-37.jpeg)