ଓଡ଼ାପଡ଼ା: ଗତକାଲି ସଂଧ୍ୟାରେ ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଡ଼ିଆକାଟେଣି ଛକ ନିକଟସ୍ଥ ସୋମବାର ହାଟ ପଡ଼ିଆ ନିକଟ ଏକ ଆମ୍ବ ଗଛରେ ଜଣେ କ୍ରସର ଶ୍ରମିକ ନିଜ ଗାମୁଛାକୁ ବ୍ୟବହାର କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଶ୍ରମିକ ଜଣଙ୍କ ହେଉଛନ୍ତି କେଉଁଝର ଜିଲ୍ଲା ବାଉଁଶପାଳ ପଞ୍ଚାୟତର ଲୁହାକଡା ଗ୍ରାମର ଶଇତା ମୁଣ୍ଡାଙ୍କ ପୁଅ ସାନିଆ ମୁଣ୍ଡା (୨୫)।
ସାନିଆ ଗୁଡ଼ିଆକାଟେଣି ଛକ ନିକଟସ୍ଥ ଏକ କ୍ରସରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/dead-sisat-1.jpg)