ଢେଙ୍କାନାଳ: ଢେଙ୍କାନାଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ସଦର ଥାନା ଭାପୁର ଅଞ୍ଚଳର ଯୁବକ ସୁଶାନ୍ତ ବେହେରା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତାଙ୍କୁ ବୟସ ମାତ୍ର ୨୫ ବର୍ଷ। ଗତକାଲି ରାତିରେ ସୁଶାନ୍ତ ସହରର ଶିମିଳିଆ ଓଭର ବ୍ରିଜ ପାଖ ଟ୍ରେନ୍ ଲାଇନ୍ରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ସେ ସହରର ଆନନ୍ଦ ବଜ଼ାର ଅଞ୍ଚଳରେ ଗତ ୪-୫ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଏକ ପୁଅ ମଧ୍ୟ ଅଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp