ବାଲେଶ୍ୱର: ଗାନ୍ଧୀସ୍ମୃତି ଭବନରେ ନାୟିକା ପରିବାର ପକ୍ଷରୁ ରାଜ୍ୟସ୍ତରୀୟ ନାଟକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ତମ୍ଭକାର ‘ସମ୍ବାଦ’ ଫିଚର ସଂପାଦକ ଡ. ଗୌରହରି ଦାସଙ୍କ ଲିଖିତ ନାଟକ ‘ନୂଆ’ ମଞ୍ଚସ୍ଥ ହୋଇଛି। ନାଟ୍ୟକାର ସୁବୋଧ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଖୋର୍ଦ୍ଧା ନାଟ୍ୟ ଚେତନାର କଳାକାରଙ୍କ ଦ୍ୱାରା ଏହା ପରିବେଷଣ କରାଯାଇଛି।
Photo by Manoj Biswal/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/bls5-1.jpg)