କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ପୌରନିର୍ବାଚନନିମନ୍ତେଆସନ୍ତାକାଲିଓ୍ୱାର୍ଡପୁନର୍ଗଠନଓସ˚ରକ୍ଷଣଚିଠାପ୍ରସ୍ତାବପ୍ରକାଶପାଇବ।କିନ୍ତୁଏହିଚିଠାପ୍ରସ୍ତାବକୁନେଇସହରରାଜନୀତିସରଗରମହୋଇପଡ଼ିଥିବାବେଳେଛକବଜାରରେଚର୍ଚ୍ଚାଆଲୋଚନାଜୋର ଧରିଛି।କ’ଣହେବପୌରାଞ୍ଚଳରସୀମା? ବଢ଼ିବନା’ ସେୟାରହିବ? ବଦଳିଯିବକିଓ୍ୱାର୍ଡପରିସୀମା? କେଉଁଓ୍ୱାର୍ଡକେଉଁବର୍ଗରଲୋକଙ୍କପାଇଁସ˚ରକ୍ଷିତରହିବ? ଏତମାମ୍ ପ୍ରଶ୍ନକୁନେଇଗତକିଛିଦିନହେବଲାଗିରହିଥିବାକଳ୍ପନାଜଳ୍ପନାରଅନ୍ତଆସନ୍ତାକାଲିଘଟିବାକୁଯାଉଛି।ଜିଲ୍ଲାପାଳକାଲିଓ୍ୱାର୍ଡପୁନର୍ଗଠନଓସ˚ରକ୍ଷଣଚିଠାପ୍ରସ୍ତାବପ୍ରକାଶକରିବେ।ଯଦିଓଏହାଚୂଡ଼ାନ୍ତନୁହେଁ, ଅଭିଯୋଗଆପତ୍ତିଜଣାଇବାପାଇଁସହରବାସୀଙ୍କୁ୧୨ଦିନସମୟଦିଆଯିବ, କିନ୍ତୁଏହିଚିଠାପ୍ରସ୍ତାବଅନେକନେତାଙ୍କଭାଗ୍ୟଭବିଷ୍ୟତନିର୍ଣ୍ଣୟକରିବ।ତେଣୁସମସ୍ତଙ୍କନଜରଆସନ୍ତାକାଲିଜିଲ୍ଲାପାଳଙ୍କଦ୍ବାରାଜାରିସ˚ରକ୍ଷଣଚିଠାପ୍ରସ୍ତାବଉପରେରହିଥିବାବେଳେଅତିବିଶ୍ବସ୍ତସୂତ୍ରରୁମିଳିଥିବାସୂଚନାଅନୁଯାୟୀଓ୍ୱାର୍ଡସ˚ଖ୍ୟାକିମ୍ବାପରିସୀମାରେକୌଣସିପରିବର୍ତ୍ତନହେବାରସମ୍ଭାବନାବହୁତ୍ କମ୍ ରହିଛି।ଅର୍ଥାତ୍ ଯେଉଁ୨୧ଟିଓ୍ୱାର୍ଡଏବ˚ ସୀମାଯାହାଅଛି, ତାହାହିଁଆପାତତଃରହିପାରେ!
୨୦୧୬, ନଭେମ୍ବରରେକେନ୍ଦ୍ରାପଡ଼ାମ୍ୟୁନିସିପାଲିଟିକାଉନସିଲ୍ କାର୍ଯ୍ୟକାଳସରିଥିଲା।ଏହାପରେଜିଲ୍ଳାପାଳଙ୍କଦ୍ବାରାପ୍ରକାଶିତଓ୍ୱାର୍ଡପୁନର୍ଗଠନଓସ˚ରକ୍ଷଣଚିଠାବେଆଇନଦର୍ଶାଯାଇହାଇକୋର୍ଟରେମାମଲାଦାଏରହେବାରୁଅଦାଲତଏହାଉପରେରୋକ୍ ଲଗାଇଦେଇଥିଲେ।ସେବେଠାରୁଆଉନିର୍ବାଚନହୋଇନଥିଲା।ପ୍ରଶାସକଙ୍କଦ୍ବାରାମ୍ୟୁନିସିପାଲ୍ଟିପରିଚାଳିତହୋଇଆସୁଥିଲା।ହେଲେଯେତେବେଳେସାରାରାଜ୍ୟରେପୌରନିର୍ବାଚନପାଇଁବିଗୁଲ୍ ବାଜିଲା, ସେତେବେଳେକୋର୍ଟରେମାମଲାଥିବାଦର୍ଶାଇସରକାରକେନ୍ଦ୍ରାପଡ଼ାମ୍ୟୁନିସିପାଲିଟିକୁନିର୍ବାଚନପ୍ରକ୍ରିୟାରୁବାଦ୍ ଦେଇଥିଲେ।ଆବେଦନକାରୀକୋର୍ଟରୁମାମଲାପ୍ରତ୍ୟାହାରକରିନେବାକୁପିଟିସନ୍ ଦାୟରକରିବାପରେସରକାରଗତ୧୫ତାରିଖରେକେନ୍ଦ୍ରାପଡ଼ାମ୍ୟୁନିସିପାଲିଟିନିର୍ବାଚନପାଇଁବିଜ୍ଞପ୍ତିପ୍ରକାଶକରିଥିଲେ।ତଦନୁଯାୟୀ, ଆସନ୍ତାକାଲିପ୍ରାଥମିକଓ୍ୱାର୍ଡପୁନର୍ଗଠନଓସ˚ରକ୍ଷଣଚିଠାପ୍ରସ୍ତାବପ୍ରକାଶପାଇବ।୨୧ଓ୍ୱାର୍ଡବିଶିଷ୍ଟକେନ୍ଦ୍ରାପଡ଼ାପୌରାପାଳିକାରେଶେଷଥରପାଇଁ୨୦୦୬ରେଓ୍ୱାର୍ଡସ˚ଖ୍ୟାବଢ଼ିଥିଲା।୨୦ରୁବଢ଼ି୨୧ଟିହୋଇଥିଲାଓ୍ୱାର୍ଡ।ଏଥରବିପୌରାଞ୍ଚଳସୀମାସହିତଓ୍ୱାର୍ଡବଢ଼ିବାକୁନେଇକଳ୍ପନାଜଳ୍ପନାଲାଗିରହିଥିଲା।ବିଶେଷକରିଗରାପୁର, ଗୁଲନଗର, ଗୁଆଳସି˚ ଆଦିଅ˚ଚଳରଅନେକଅ˚ଶକୁମ୍ୟୁନିସିପାଲିଟିରେସାମିଲ୍ କରିବାକୁବିଭିନ୍ନସମୟରେଦାବିହୋଇଆସୁଥିଲା।ମାତ୍ରଦାବିପୂରଣହେବାଆଶାଏଥରକମ୍ ରହିଛି।ଓ୍ୱାର୍ଡସ˚ରକ୍ଷଣଆସନବଦଳିଲେବିପରିସୀମାବଦଳିନପାରେ।ଯାହାଥିଲା, ସେୟାରହିବାରଯଥେଷ୍ଟସମ୍ଭାବନାରହିଛି।