ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ପଞ୍ଚାୟତ ନିପାଣିଆ ଉପର ସାହିରେ ଗତକାଲି ରାତିରେ କାଳ ବୈଶାଖୀରେ ଦୁଇଟି ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିବା ସହିତ ଉଭୟ ଖୁଣ୍ଟରେ ଲାଗିଥିବା ବିଦ୍ୟୁତ ଟ୍ରାନସଫର୍ମର ତଳେ ଖସି ପଡ଼ିଛି। ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯିବା ଦ୍ବାରା ସୁନାପେଣ୍ଠ, ରେବଣାପଳାଶପାଳ ଓ ବରେଇଗୋଡ଼ା ପଞ୍ଚାୟତବାସୀ ଅନ୍ଧାରରେ ରହିଛନ୍ତି। ତୁରନ୍ତ ନୂତନ ବିଦ୍ୟୁତ ଖୁଣ୍ଟ ପୋତିବା ସହିତ ଟ୍ରାନସଫର୍ମର ଲଗାଇ ବିଦ୍ୟୁତ୍ ସେବା ଚାଲୁ କରିବାକୁ ସାଧାରଣରେ ଦାବି ହେଉଛି।
କାଳବୈଶାଖୀରେ ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟ
/sambad/media/post_attachments/wp-content/uploads/2021/05/70c9d32a-644f-4a02-ad4c-2d56fc5ec15c.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)