ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅଞ୍ଚଳରେ ଦୀର୍ଘଦିନ ହେଲା ହାତୀ ଉପଦ୍ରବ ଲାଗିରହିଥିଲା। କିନ୍ତୁ ଆଜି ପୁଣି ଛେଳିଚରାଳି ମଧୁପୁର ଗ୍ରାମର କୁମନ୍ତଚନ୍ଦ୍ର ସାହୁ(୫୦) ଗାଁ ଜଙ୍ଗଲ ନିକଟକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଦଳି ଦେଇଛି। ଫଳରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।
ଛେଳି ଚରାଳିଙ୍କୁ ଦଳିଦେଲା ଦନ୍ତା, ମଧୁପୁରରେ ପ୍ରବଳ ଉତ୍ତେଜନା
/sambad/media/post_attachments/wp-content/uploads/2023/06/elephant-narasinghpur-603x430-5.jpg)