ଲଇକେରା: ଆଜି ସକାଳେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍ର ବାଗଡିହି ଫରେଞ୍ଚ ରେଞ୍ଜ ଅନ୍ତର୍ଗତ ତେଲଡିହି ଫାଟକ ପାଖରେ ରେଲେଓ୍ଵ ଟ୍ରେଞ୍ଚ୍ରେ ପଡ଼ି ଏକ ହାତୀ ଶାବକର ମୃତ୍ୟୁ ଘଟିଛି। ମୃତ ହାତୀ ଶାବକଟିର ବୟସ ୪ ମାସ ହେବ ବୋଲି ଅନୁମାନ କରାଯାଇଛି। ଖବରପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଶାବକର ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇ ଝାରସୁଗୁଡ଼ା ପଠାଇଛନ୍ତି।
ଲଇକେରା: ରେଲେଓ୍ଵ ଟ୍ରେଞ୍ଚରୁ ହାତୀ ଶାବକର ମୃତଦେହ ଉଦ୍ଧାର
/sambad/media/post_attachments/wp-content/uploads/2017/09/laikera-elephant.jpg)