କୋଣାର୍କ ବ୍ରହ୍ମଗୁଣ୍ଡିସ୍ଥିତ ବାଣ ଗୋଦାମରେ ପ୍ରଚଣ୍ଡ ବିସ୍ଫୋରଣ 

ଭୁବନେଶ୍ବର : ପୁରୀ ଜିଲ୍ଲା କୋଣାର୍କ ଚାରିଛକ ନିକଟରେ ଥିବା ବ୍ରହ୍ମଗୁଣ୍ଡିସ୍ଥିତ ଏକ ବାଣ ଗୋଦାମରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ପ୍ରଚଣ୍ଡ ବିସ୍ଫୋରଣ ପରେ ସମଗ୍ର ବାଣଗୋଦାମ ଜଳୁଥିବାର ଦେଖାଯ଼ାଇଛି । ନିଆଁକୁ ଆୟତ୍ତ କରିବାକୁ ୫ଟି ଦମକଳ ଗାଡ଼ିକୁ ଲଗାଯ଼ାଇଛି । ବାଣ ଗୋଦାମରେ ବିସ୍ଫୋରଣ ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯ଼ାଇଛି ।  ତେବେ ଏହି ବିସ୍ଫୋରଣରେ ମୃତାହତ ନେଇ କୌଣସି ସୂଚନା ମିଳିପାରିନାହିଁ ।

ସମ୍ବନ୍ଧିତ ଖବର