ଫୁଲବାଣୀ: କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକ୍ର କମ୍ଭରିସାହି ଗ୍ରାମର ଜଣେ ଚାଷୀ ଆଜି ବିଷ ପାନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଚକଡ଼ା ପୋକ ଓ ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଥିିବରୁ ମାନସିକ ଭାରସାମ୍ୟ ହରାଇ ପର୍ଶୁରାମ ମଲ୍ଲିକ ନାମକ ଜଣେ ୫୦ ବର୍ଷୀୟ ଚାଷୀ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ବାଲିଗୁଡ଼ା ଡାକ୍ତରଖାନା ଓ ପରେ ଫୁଲବାଣେୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଫୁଲବାଣୀ:ଉଜୁଡ଼ା ଫସଲ ଦେଖି ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ
/sambad/media/post_attachments/wp-content/uploads/2017/11/kandhamal-2.jpg)