ଖୋର୍ଦ୍ଧା: ଟାଙ୍ଗୀ ଅଞ୍ଚଳର ସୁନ୍ଦରପୁର ବଡ଼ସାହିରେ ଶନିବାର ଅପରାହ୍ଣରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାର ତ୍ରିନାଥ ପ୍ରଧାନ(୪୨) ଫସଲ ନଷ୍ଟ ଯୋଗୁଁ ଘର ଆଗରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ତ୍ରିନାଥ ଜଣେ ଭାଗ ଚାଷୀ ହୋଇଥିବା ବେଳେ ଫସଲ ଉଜୁଡ଼ି ଯିବା ପରେ ମାନସିକ ଚାପରେ ଥିଲେ।
ଖୋର୍ଦ୍ଧାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ
/sambad/media/post_attachments/wp-content/uploads/2017/11/00ee0d41-3dd3-47bd-9fc7-2e3323e2d96f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)