ନୀଳଗିରି: କୁଳଡିହା ଅଭ୍ୟାରଣ୍ୟରେ ଲାଗିଲା ନିଆଁ। ଅଭ୍ୟାରଣ୍ୟର ଝରଣାଘାଟି ନିକଟ ଛତାହୁଡ଼ି ନିକଟରେ ବ୍ୟାପି ଚାଲିଛି ନିଆଁ। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ବନ ବିଭାଗ ପହଂଚି ନଥିବା ବେଳେ ଅଞ୍ଚଳବାସୀ ନିଆଁକୁ ଆୟତ ପାଇଁ କରୁଛନ୍ତି ଉଦ୍ୟମ। ଜଙ୍ଗଲର ଲାଗିଥିବା ନିଆଁରେ ବହୁ ଗଛ ସହ ଜୀବଜନ୍ତୁ ପୋଡି ଯାଉଥୁବା ବେଳେ ବନ ବିଭାଗର ସଚେତନ ଅଭାବ ଯୋଗୁ ନିଆଁ ଲାଗିଥିବା ଅଭିଯୋଗ କରୁଛନ୍ତି ଲୋକେ।
ଜଳୁଛି କୁଳଡ଼ିହା ଅଭୟାରଣ୍ୟ, ନଆଁ ଆୟତ୍ତ କରିବାକୁ ପହଞ୍ଚିପାରିନି ବନ ବିଭାଗ
/sambad/media/post_attachments/wp-content/uploads/2024/04/5b079d9c-2b4e-461a-9264-4eda6dfc4ae4.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)