କଟକ: ସାଲେପୁରସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍‌ରେ ଅଗ୍ନିକାଣ୍ଡ

କଟକ: କଟକ ଜିଲ୍ଲା ସାଲେପୁରସ୍ଥିତ କଟକ କେନ୍ଦ୍ର ସମବବାୟ ବ୍ୟାଙ୍କରେ ଆଜି ସକାଳୁ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ବ୍ୟାଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇଁ ସାଲୋବର ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି।

ସମ୍ବନ୍ଧିତ ଖବର